ବାଲି ତଳୁ ମିଳିଲା ୪୫୦୦ ବର୍ଷ ତଳର ସୂର୍ଯ୍ୟ ମନ୍ଦିର

ନୂଆଦିଲ୍ଲୀ: ଇଜିପ୍ଟର ଦକ୍ଷିଣରେ ଥିବା ସହର ଆବୁ ଗୋରାବର ମରୁଭୂମି ତଳୁ ମିଳିଲା ପ୍ରାଚୀନ ମନ୍ଦିର। ଯାହା ପ୍ରତ୍ନତତ୍ତ୍ୱବିତଙ୍କୁ ଆଶ୍ଚର୍ଯ୍ୟ କରିଛି। ମରୁଭୂମିର ବାଲି ତଳୁ ଏହି ସୂର୍ଯ୍ୟ ମନ୍ଦିର ମିଳିଛି। ଯାହା ୪୫୦୦ ବର୍ଷ ତଳର ବୋଲି କୁହାଯାଉଛି। ଦୀର୍ଘ ୪୫୦୦ ବର୍ଷ ହେବ ମରୁଭୂମିର ବାଲି ତଳେ ପୋତି ହୋଇ ରହିଥିଲା ଏହି ମନ୍ଦିର। ଏହାକୁ ରାଜା ଫାରୋସ ନିର୍ମାଣ କରିଥିଲେ। ଇଜିପ୍ଟରେ ଏହି ମନ୍ଦିର ସାମ୍ନାକୁ … Continue reading ବାଲି ତଳୁ ମିଳିଲା ୪୫୦୦ ବର୍ଷ ତଳର ସୂର୍ଯ୍ୟ ମନ୍ଦିର